STORYMIRROR

Arendra Kumar

Others

3  

Arendra Kumar

Others

ଓଡ଼ିଆ ନବବର୍ଷ

ଓଡ଼ିଆ ନବବର୍ଷ

1 min
177

ତାଙ୍କ ଇଙ୍ଗିରାଜି

ନବ ବରଷରେ

ମଦ ଭଳି ବିଷ

ପିଇଦେଲା ପରେ

ନାଚୁଥାନ୍ତି ହୋଇ ଅଧା ଲଙ୍ଗଳା ।


ଆମ ଏ ଓଡ଼ିଆ

ନବ ବରଷରେ

ବେଲ ପଣାମୃତ

ପିଇଦେଇ ଘରେ

ପରବ ପାଳୁଛୁ ମାନି ଶୃଙ୍ଖଳା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍