STORYMIRROR

ସତ ହୋଇ ନପାରେ ଅଧା ଲଙ୍ଗଳା ନାଚୁଥାନ୍ତି ଲୁହ ଝରି ଧାରଧାର ଯାଉଥିଲା ଜଳୁଜଳୁ ଯେବେ ଲିଭିଯାଏ କେବେ ରହିବ ସ୍ମୃତିରେ ହୋଇ ସେ ଗପ ॥ ନିଜଠୁ ନିଜର ହୋଇ ତୁମରିସେ ସ୍ମୃତି ନେଇ ତୁମକଥା ଭାବୁ ଭାବୁ ସେ ଆଶ୍ରମର ତେଲିଆ କାନ୍ଥରେ କ୍ରୁଶବିଦ୍ଧ ହୋଇ ଦେଖିବାକୁ ତୋର ମୁହଁ ଶେଷଥର ପାଇଁ।

Oriya ହୋଇ Poems