Naheda Shaheen
Others
ନବ ପଲ୍ଲବୀତ ସୁଷମା ଦେଖି
ଆହ୍ଲାଦିତ ମନ ପ୍ରାଣ।।
ଫଗୁଣ ର ସ୍ପର୍ଶରେ ପଳାସ ଆଜି
ଲାଲ ରଙ୍ଗରେ ଲେଲିହାନ।
ଆମ୍ର କୁଞ୍ଜରେ କୋଇଲି ରାବଇ
ନବ ବଉଳ ଯେ ବାସେ ମହମହ
ନୂତନ ବର୍ଷର ଦେଖ ହେଲାଣି ଆଗମନ।
ମୋ ଭଲ ପାଇବା
ପ୍ରେମ ରେ
ବର୍ଷା ଓ ପ୍ରେମ
ଭାବନା
ଆଶା ଓ ନିରାଶା
ଆଶା
ଜୀବନ ର ସତ୍ୟତା
ମୁକ୍ତି
ଜୀବନର ପଥ
ତୁମ ପ୍ରେମ