Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Others

4  

ABADHOOT PANDA

Others

ନୂଆ ବରଷ

ନୂଆ ବରଷ

1 min
270



ପୁରୁଣା ବରଷ ଯାଉଛି ଆମକୁ ଛାଡ଼ି 

ନୂଆବରଷକୁ ସାଦରେ ଆମନ୍ତ୍ରଣ କରି l


କେତେ ମଜା କଥା ଆମକୁ ଦେବ କହି

କେତେ ଭଲ ମନ୍ଦ ଘଟଣାକୁ ବନେଇ l


ପୂରୁଣା ମଜା ଆଉ ତ ମିଳିବ ନାହିଁ

ନୂଆ ବରଷର ମଜାକୁ ରହିଛୁ ଅନାଇ l


ଆଶା ଭରସାର ଉତ୍ସ ତ ନୂଆ ବରଷ

ତାହାର ପରଶ ଦବ ଆମକୁ ନୂଆ ହରଷ l


ନୂଆ ନୂଆ କଥା ଶୁଣିବୁ ମନ ଲଗାଇ

ଯାହାବି ହଉ ସେତ ନୂଆ ମନ ମନେଇ l


ବଣଭୋଜୀର ମଜାଦେବ ପୁରୁଣା ବର୍ଷ

ନୂଆ ବରଷକୁ ସ୍ବାଗତ କରିବୁ ମନ ହର୍ଷ l


ଆହେ ନୂଆ ବରଷ ଆସ ଧାଇଁ ଏଠାକୁ

ସଜାଇ ଦିଅ ଆମ ନିଳୟ ଆମ ମଠକୁ l


ଫୁଲତୋଡ଼ା ଧରି ବସିଛୁ ଘର ସଜାଇ

ତୁମ ପାଦ ଛୁଆଁ ଲଭିବୁ ମନକୁ ମଜାଇ l


ଦିଅ ଆମକୁ ନୂଆ ଜୀବନ ନୂଆ ବୁଦ୍ଧି

ନବ ଉଦ୍ଦୀପନାରେ ହଟୁ ଆମ କୁବୁଦ୍ଧି ।।

      


Rate this content
Log in