Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanaranjan Sahoo

Others

3  

Gyanaranjan Sahoo

Others

ନିଶଦ୍ଦ ସନ୍ତାପ

ନିଶଦ୍ଦ ସନ୍ତାପ

1 min
6.4K


ଅଶ୍ରୁର ଫଲ୍ଗୁ ଧାରେ

ହସ ଯେ ମୂର୍ଛିତ

ଅପରିତୃପ୍ତ ବିଷାଦର ଗ୍ରାସ

ଉଜାଡେ ଜୀବନ ଜୀବିକା

କାନ୍ଦ ପୁଣି ଲୁହ ପିଏ

ନିଶଦ୍ଦରେ ପାଦ ଚାପି ଚାପି ।


ପ୍ରତିକ୍ଷଣ ଯୁଗ ପରି ଭାରି

ଖୋଜି ଚାଲିଛି ପ୍ରେମ ନିଜ ସଜ୍ଞା

ପୂର୍ବ ପଥଚାରୀଙ୍କ ଅନୁଭବ ପୁଛି

ଫୁଙ୍ଗୁଳା ଗଗନେ ବା ବିଶାଳ ସାଗରେ

ଅର୍ଦ୍ଧଦଗ୍ଧ ସ୍ମୃତିର ସନ୍ତାପ ଛଡ଼ା

ବାଟ କିଛି ରହିଛି କି ବାକି ?


Rate this content
Log in