Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

♻♻♻ ନିରୋଳା ରେ ♻♻♻

♻♻♻ ନିରୋଳା ରେ ♻♻♻

1 min
6.7K


♻♻♻ ନିରୋଳା ରେ ♻♻♻

କେବେ ନିରୋଳାରେ
ସୁଖୀକୁ ପଚାର...
ଦୁଃଖ ନାହିଁ ଜମା ସତରେ ????
ନିରୋଳାରେ କର
ଦୁଃଖୀକୁ ତଲବ.....
ସୁଖ ଆସିନାହିଁ ଅଳ୍ପରେ ????
ଏବେ ନିରୋଳାରେ
ନିଜକୁ ବୁଝାଅ...
ସମୟର ଚକ୍ର ବଦଳେ ।।।।

♻♻♻ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ♻♻♻


Rate this content
Log in