STORYMIRROR

jyotsna mayee panda

Others

3  

jyotsna mayee panda

Others

ନିରଜ ଭାନୋତ....

ନିରଜ ଭାନୋତ....

1 min
185

ଜନ୍ମ ହୋଇ ଥିଲେ ଭାରତ ଭୂଇଁରେ...

ସେ ସୁନ୍ଦର ନାରୀ ଭନୋତ...

ସୁନ୍ଦର ଚେହେରା ସୁନ୍ଦର ମନଟେ..

ସର୍ବ କନିଷ୍ଠ ପାନଆମ୍... ଫ୍ଲାଇଟରେ..

ମୁମ୍ବାଇ ରୁ ସେ ନୁୟକ ଉଡାଣ...

କରିଦେଲା ତାକୁ କାଳ...

କରାଚୀରେ ପୁଣି ଅବତୀର୍ଣ୍ଣ କଲେ..

କାଳ ହେଲା ମହା କାଳ...

ପାଲେଷ୍ଟିନିୟ ଆତଙ୍କବାଦୀ ଯେ..

ପଣବନ୍ଦୀ କରି ନେଲେ....

ସୁନ୍ଦର ବିମାନକୁ ସାଇପ୍ରସ ନେବାକୁ...

ବୃଥାରେ ପ୍ରଚେଷ୍ଟା କଲେ...

ଏକଥା ନୀରଜା ଚତୁରତା ସହ..

ବୈମାନିକଙ୍କୁ ସୂଚନା ଦେଲେ...

ଫଳରେ ସମସ୍ତେ ଖସିଯିବl ପାଇଁ..

ସହଜେ ବାଟ ପାଇଲେ...

ମାର୍ଟିନ ଯାତ୍ରୀଙ୍କ ପାସପୋର୍ଟ ଲୁଚାଇ..

ଯାତ୍ରୀଙ୍କୁ ସୁରକ୍ଷା ଦେଲ...

ମୁଣ୍ଡ ଗୋଳମାଳ ଆତଙ୍କବାଦୀଙ୍କ..

ବୃଥାରେ ବନ୍ଧୁକ ଚାଳନା କଲେ..

ନିଜେ ବଂଚିବାର ସୁରକ୍ଷା ସେ ଛାଡି..

ଯାତ୍ରୀଙ୍କୁ ବଞ୍ଚାଇ ଦେଲେ...

ଏତାଦୃଶ ତାଙ୍କ କୌଶଳ ଦେଖିଣ..

ବିସ୍ମୟ ହେଲେ ଆତଙ୍କବାଦୀ..

ଶେଷରେ ଗୁଳିଟା ଛାତିରେ ବାଜିଲା..

ଅଚିରେ ସେ ଗଲେ ଟଳି...

ନିହାତି ସୁନ୍ଦର ଜୀବନ ତାଙ୍କର...

ଭୂମିରେ ପଡିଲା ଟଳି...

ମରଣୋତ୍ତର "ଅଶୋକ ଚକ୍ର "ରେ

ସମ୍ମାନୀତି ହୋଇଗଲେ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍