STORYMIRROR

Pinku Ranbida

Others

3  

Pinku Ranbida

Others

ନିରବ ଝଡ଼

ନିରବ ଝଡ଼

1 min
200


ଛନ୍ କେ ଆଏସି ,ଛନ୍ କେ ପଲାସି

ଚୁପ୍,ଚାପ୍ ରହି ବରବାଦ୍ କରିଦେସି 

କାହେ କେ କିଛି ନାଇଁ କହେ

ପରିବେଶ କେ ଏକେଲା କହେସି ।।


ଗଛ୍,ପତର୍ ,ନଏଦ୍, ନାଲ୍,ସାଗର୍

ସବେ କରୁଥିସନ ହାହାକାର 

ମୁନୁଷ ଦେଖି ,କିଛି ନାଇଁ କରି ପାରେ

ନିରବ ଝଡ ରର ଆକାର୍ ।।


ଚାଷ୍,ବାଷ୍ ସବୁ ବରବାଦ୍ କର୍'ସି

ଗଛ୍,ପତର୍ ଭାଙ୍ଗି ଛାର୍'ଖାର୍ ହେସି

ପରିବେଶ୍ କେ ଚୁର୍'ମାର୍ କରି

ବିଞାନ୍ କେ ଦେଶୀ ହରେଇ ।।


ଦୁଃଖର୍ ବାଦଲ ଯାଏସି ଛାଇ

ପରିବେଶ ସବୁ ଛିନ୍'ଛତର୍ ହେଇ

କେତେ ଜେ ନୁକ୍'ସାନ୍ କର୍'ସି

ତାର୍ ଆକଲନ୍ ନାଇଁ ମିଲ୍'ସି ।।


ରାକ୍ଷସ ମାନକର୍ ଲେଖେ ତାଣ୍ଡବ କରି

ଘାଏକେ ଦେଶି ସମ୍'କୁ ଡରେଇ

ନିରବ ଝଡ ବଡା ଅଡୁଆ ଭାଇ

ନାଇଁମାନେ କିଛି ସାଗର, ନଇ ।।


ବଡା ଗୁଲଗୁଲା କରୁଛେ ସତେ

ନିରବ ଝଡ କେତିନି କେତେ

ଘାଏକେ ଆସିକରି ଘାଏକ ପଲେଇ

ପରିବେଶ କେ ଦେସି ବଦଲେଇ ।।



Rate this content
Log in