Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JAMINEE JYOTI JENA

Others

3.5  

JAMINEE JYOTI JENA

Others

ନୀଳ ଆକାଶ

ନୀଳ ଆକାଶ

1 min
274


ଶାଗୁଆ ରଙ୍ଗ ର ପାଟ ଶାଢ଼ୀ ପୁଣି 


ହଳଦୀ ରଙ୍ଗ ର ଟୋପା 


ସାଧବ ବୋହୁ ଯେ ପାଟ ଶାଢ଼ୀ ପରେ 


ବଢାଏ କ୍ଷେତ ର ଶୋଭା..


ଆକାଶ ର ହସ ଦେଖି ମେଘ କୁହେ 


ବରଷି ଯିବି ମୁଁ ଥରେ... 


କ୍ଷେତ ର ବାସ୍ନା ରେ ମୁଁ ଯେ ହଜିଯିବି 


ବରଷା ବିନ୍ଦୁ ଟୋପା ରେ.. 


ନୀଳ ଆକାଶ ର ଚାଦର ତଳେ 


ବରଷା ବିନ୍ଦୁର ଆଗମନ ରେ


 ମାଟି ମା ମୋର ହସି ଖେଳି ଉଠେ 


ବେଙ୍ଗ ବେଙ୍ଗୁଲି ରେ ଗୀତ ରେ 


ଆକାଶ ର ନୀଳ ରଙ୍ଗ ସାଥେ ମିଶି 


ବରଷା ର ଛିଟା ନାଚେ... 


ଶାଗୁଆ ରଙ୍ଗ ର ଓଢଣୀ କୁ ଢାଙ୍କି 


ମାଟି ମା ମୋର ହସେ... 


Rate this content
Log in