ନିଦ୍ରା
ନିଦ୍ରା
1 min
431
ନିଦ୍ରା,
ଦିନର କ୍ଲାନ୍ତି
ରାତିର ଶାନ୍ତି
ଆସନ୍ତାକାଲିର ଭ୍ରାନ୍ତି
ସ୍ୱପ୍ନର ପ୍ରୀତି
କ୍ଷଣିକ ଆସକ୍ତି ।
ନିଦ୍ରା,
ଦିନର କ୍ଲାନ୍ତି
ରାତିର ଶାନ୍ତି
ଆସନ୍ତାକାଲିର ଭ୍ରାନ୍ତି
ସ୍ୱପ୍ନର ପ୍ରୀତି
କ୍ଷଣିକ ଆସକ୍ତି ।