Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

2  

Prasanta kumar Hota

Others

ନବରାତ୍ରୀ ନବମୀର

ନବରାତ୍ରୀ ନବମୀର

1 min
11


ନବମ ଦିନରେ ମାତା ସିଦ୍ଧିଦାତ୍ରୀ 

ସମାପନ ହେବ ଆଜି ନବରାତ୍ରୀ

ମହାକାନ୍ତି ମୟି ଗୌରୀମୟୀ ମାତା

ବିମୁଗ୍ଧ ଜଗତ ହୁଏ ଆହ୍ଲାଦିତା

ନବମେ ତୋ ରୂପ ଦୁଃଖ ବିନାଶିନୀ

ତୁହି ମା ଦୂରୁଗା ଦୁର୍ଗତି ନାଶିନୀ

ଭକ୍ତ ଶକ୍ତିପୂଜା ସଭକ୍ତି ପୀଠରେ

ଦୂର୍ଗା ବେଶ ଶୋଭା ନବମୀ ରାତ୍ରରେ

ଅଭୟଦାୟିନୀ ଶଙ୍କରୀ ଭବାନୀ

ଦିଅ ମା ଆଶିଷ ସିଦ୍ଧି ପ୍ରଦାୟିନୀ ।


Rate this content
Log in