smrutirekha das
Children Stories Classics Fantasy
ସୃଷ୍ଟିର ଜନନୀ
ଆଦ୍ୟା ଚିରନ୍ତନୀ
ସଂସାର ପାଳନକର୍ତ୍ତ୍ରୀ
ମାତା, ଧାତ୍ରୀ, ଜାୟା,
ଭଗିନୀ, ଦୁହିତା
ସର୍ବ ରୂପେ,ସର୍ବ କ୍ଷେତ୍ରେ
ସ୍ଥିତି ତାର ଅନିନ୍ଦିତା
କିଏ ବା ନ ଲୋଡ଼େ ତାରେ
ସେ ଯେ ନାରୀ ବରେଣ୍ୟା ବନ୍ଦିତା ।
ଆଶା
ଅଚିହ୍ନା ରାଇଜ
ବରଷା ସହ ମୁଁ
ଜୀବନର ରାସ୍ତା
ସମୟ
କୁଆଁର ପୁନେଇଁ
ପଖାଳ
ମୋ...ଓଡିଶା...
ବର୍ଷା
ମୋ ବିଦ୍ୟାଳୟ