STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ମୂଷି ଆଜି ପୁଷି ସାଙ୍ଗ 

ମୂଷି ଆଜି ପୁଷି ସାଙ୍ଗ 

1 min
9

ମୂଷି ଆଜି ପୁଷି à ସାଙ୍ଗ 
,,,,,,,,,,,,,,,,,,,,,,,,,,,,,,,
ମୂଷି ଯାଇଛି ଋଷି 
ଗଣେଷ ଡାକନ୍ତି ଆସି 
ଖାଇବୁ ଲଡ଼ୁ ଧୋଇବୁ ଗଡୁ 
ଆରେ ମୂଷି ଯାଆନା ଋଷି 
ଜଗି ବସିଛି ପୁଷି ମାଉସୀ 
କେତେବେଳେ ଦେଖି ଏକେଲା 
ମାଡିବସି ଧନନେଇଯିବ ପୁଷି 
ଦୁଃଖରେ ଥାଇ ଭାବିବୁନି ବସି 
ଯାଆନା ଋଷି ଏଣିକି ଆରେ ମୂଷି 
ଦେଖିବୁ ପିଲାଏ ପୁଷ୍ପ ବରଷି 
ପୁଷ୍ପାଞ୍ଜଳି ଦେଇ କରନ୍ତି ଖୁସି 
ଦେବି ବିଦ୍ୟା ବୁଦ୍ଧି ପରଷି 
ଜ୍ଞାନ ଗୁଣ ରଖି ପିଲେ ଡାକନ୍ତି ମୂଷି 
ଖାଇବୁ ଆ ଦେବୁ ଲଡ଼ୁ ପରଷି 
ଆମେ ଯାଉଛୁ ବିଦ୍ୟା ଵୁଦ୍ଧି ବରଷି 
ଦେଶ ସେବା କରି ଜନହିତେ ଭରି 
ଭାରି କରିଦେବୁ ଦେଶକୁ ମିଶି 
ସଭିଏଁ କହିବେ ବୁଦ୍ଧି ବିଦ୍ୟାଦାତା 
ଗଣେଷ ପ୍ରଭୁଙ୍କ ମୂଷି ବାରିସୀ 
ଯେଣେ ଯିବେ ଗଣ ଈଶ
ତାଙ୍କ ପଛେ ଯିବ ଲୁଚି ମୂଷି
ଦେଖି ବିଲେଇ ଓ ଭୁଆ ପୁଷି 
ଏବେତ ସେମାନେ ସାଙ୍ଗ ସାଥି ପରି 
ମୂଷିର ଦିଅନ୍ତି ପିଠି ଆଉଁସି 
ଗଣେଷ ଚତୁର୍ଥୀ ପିଲାଏ ପାଳନ୍ତି ହସି
ଏପଟେ ପୁଷି ମାଉସୀ ସେପଟେ ମୂଷି
ପୁଷିକୁ ଦେଖି ଦାନ୍ତ ନିକୁଟି ଦେଉଛି ହସି
,,,,,,,,,,,,,,


Rate this content
Log in