STORYMIRROR

Sarat Manhira

Others

3  

Sarat Manhira

Others

ମୁଁ ଓଡିଶା

ମୁଁ ଓଡିଶା

1 min
161

ଓଡ଼ିଆ ଭଳି ଜ୍ଞାନୀ ମୁଁ

ଖାରବେଳ ଭଳି ସ୍ୱାଭିମାନ ମୁଁ

ସୁବାଷବୋଷ ଭଳି କଠୋର ମୁଁ

ପୁରୀ ଭଳି ସିଦ୍ଧି ମୁଁ ( 1)


ପଠାଣିସlମନ୍ତ ଭଳି ଜ୍ୟୋତିଷ ମୁଁ

ହରେକୃଷ୍ଣ ମହତାବ ଭଳି ରାଜନୈତିକ ମୁଁ

ଅରୁଣସ୍ତମ୍ଭ ଭଳି ଦଣ୍ଡlୟମାନ ମୁଁ

ବିଶାଳ ଭଳି ଓଡି଼ଶା ପ୍ରଦେଶ ମୁଁ ( 2)



ଚିଲିକା ଭଳି ସୁନ୍ଦର ଦୃଶ୍ୟ ମୁଁ

ଖଣ୍ଡଗିରି ଭଳି ଇତିହାସ ମୁଁ

ଓଡିଶା ବାସୀର ରକ୍ତ ମୁଁ

ବୀର ସୁରେନ୍ଦ୍ରସାଏ ଭଳି ବଳବାନ ମୁଁ ( 3)




ଉତ୍କଳ ଭଳି ସାମ୍ରାଜ୍ୟ ମୁଁ

ଓଡ଼ିଆ ପୁତ୍ରୀ ଭଳି କାରୁବାକୀ ମୁଁ

ଭୁବନେଶ୍ୱରର ପ୍ରେମ ମୁଁ

ଓଡିଶୀ ନୃତ୍ୟ ଭଳି ଦିବାନା ମୁଁ ( 4)



ଶିକ୍ଷlକ୍ଷେତ୍ର ଭଳି ବାଣୀବିହାର ମୁଁ

ହିନ୍ଦୁ ଭଳି ଧlର୍ମିକ ମୁଁ

ଚକିତ ଭଳି କୋଣାର୍କ ମୁଁ

କର୍ମବୀର ଭଳି ଗୌରୀଶଙ୍କର ମୁଁ(5)



ରାଧାନାଥ ଭଳି କବି ମୁଁ

ଗୋପବନ୍ଧୁ ଭଳି ପ୍ରତିଛବି ମୁଁ

ସ୍ୱାଧୀନତା ସଂଗ୍ରାମୀ ଭଳି ମଧୁସୂଦନ ମୁଁ

କୋଟି ଲୋକମାନଙ୍କ ର ପରିବାର ମୁଁ (6)



ବିଶ୍ଵ ଭଳି ଜନନୀ ମୁଁ

ବିକାଶ ଭଳି ରାଉରକେଲା ମୁଁ

ସ୍ୱର୍ଗ ଭଳି ଦାରିଙ୍ଗିବାଡି ମୁଁ

ଦେବତା ଭଳି ଜଗନ୍ନାଥ ମୁଁ (7)



ଶ୍ରମ ଭଳି କୃଷକ ମୁଁ

ଶାଢୀ ଭଳି ସମ୍ବଲପୁରୀ ମୁଁ

ଫୁଲ ଭଳି ମୋ ଓଡ଼ିଶାମାଟି ମୁଁ

ସହିଦ ଭଳି ଲକ୍ଷ୍ମଣ ନାୟକ ମୁଁ ( 8)




କଳିଙ୍ଗର ନୂଆ ସ୍ୱପ୍ନ ମୁଁ

ଉତ୍କଳଜନନୀର ତlନ ମୁଁ

ସୂର୍ଯ୍ୟ ଭଳି ନ୍ୟାୟ ମୁଁ 

ତ୍ୟାଗ ଭଳି ବାଜିରାଉତ ମୁଁ (9)



ସନ୍ଥ ଭଳି ଭୀମଭୋଇ ମୁଁ

ପର୍ବ ଭଳି ଦଶହରା ମୁଁ

ଅତିଥି ଭଳି ପୂଜ୍ୟ ମୁଁ

ମହାନଦୀ ଭଳି ପୁଣ୍ୟ ମୁଁ ( 10)



  

    


Rate this content
Log in