ମୃତ୍ୟୁ
ମୃତ୍ୟୁ
ଜନମ୍'ଟେ ପାଉଛୁ ଯଦି
ମରନ୍ ଦିନେନା ଦିନେ ଆଏବା,
କେହି ରହିନାଇ ନା କେହି ରହେବା
ମର୍'ବାର୍'କେ ସଭେ ପଡ୍'ବା ।
କେତେବେଲେ କିଏ ଯମ୍'ଘର୍ ଯିବା
କାହାକେ ନାଇଥାଏ ଜନା,
ମିଛେସଭେ ଗୁଦ୍'ଲା ଗୁପା ହେସୁ
ହଯିଗଲା କାଏଁ ସୁନା ।
ହେଇଥାଉ ସେ ମାହାନ୍ ଜ୍ଞାନୀ
ହେଇଥାଏ ସେ ନିସତ୍,ମୁରୁଖ୍,
କିହେ ନୁହେ ଚିର ଅମର୍
କାହାର୍'ରେ ପାଖେ ନାଇନ ସୁଖ୍ ।
ଦୁଇ ଦିନିଆଁ ମୁନୁଷ୍ ଜନମ୍
ପୁରା ସତ୍'କଥା ଆଏ ,
ତଥାପି କେତେ ଘମଣ୍ତ ମୁନୁଷର୍
ପଏସାର୍ ପଛେ ବୁଲୁଥାଏ ।
ଯେତେଦିନ୍ ତକ୍ ବାଚିଥିମା ଆମେ
ସତ୍ କରମ୍ କରୁଥିମା,
ଧନୀ,ଗରିବ୍ ଜାଏତ୍ ଧରମ୍ ଛାଡି
ସମ୍'କେ ଆବିରି ଧର୍'ମା ।
ମରିଗଲେ ଭି ହେତେଉଥିବେ ଆମ୍'କେ
ଭଲ୍'ଟେ ଥିଲା କହିଁ
ସାରା ଜୀବନ୍ ଆମେ ଅମର୍ ହେଇଯିମା
ଦୁନୁଆଁ ଜୁରୁଥିବା ତାହିଁ ।
