STORYMIRROR

Tonish Rohidas

Children Stories Others

3  

Tonish Rohidas

Children Stories Others

ମୋର ବନ୍ଧୁ ସୁଦାମା

ମୋର ବନ୍ଧୁ ସୁଦାମା

1 min
254


ଛୋଟ ବେଳୁ ଯାହା ସାଙ୍ଗରେ

 କେତେ ଖେଳ ଖେଳି।

ଯମୁନା କୂଳରେ କେତେ ଲୀଳା

 ଗୋପୀଙ୍କ ସଙ୍ଗତେ ଜପାମାଲି।

 ସାରା ଗୋପପୁରେ କୃଷ୍ଣ ସୁଦାମା ବନ୍ଧୁତା ପଡ଼ିଥିଲା ଚହଳି।

ଗୋପପୁର ଛାଡ଼ି ମୁ ଆସିଲି ଦ୍ଵାରିକା ପୁରି।

ନୀତି ମୁଁ ମୋ ବନ୍ଧୁଙ୍କୁ ହେଉଥିଲି ଝୁରି ।

ଆଜି ଆସିଛନ୍ତି ମୋ ବନ୍ଧୁ ମୋ ଦ୍ଵାରିକା ଭବନ।

ଉଲ୍ଲସିତ ହୋଇ ଉଠୁଛି ମୋ ଖୁସିରେ ମନ।

ବନ୍ଧୁ ଙ୍କ ପଦ ଆଜି ପଢ଼ିଛି ମୋ ଘରେ।

ସେବା କରିବି ଆଜି ମୁଁ ହୋଇ ବନ୍ଧୁ ଭାବରେ।

କେତେ ଦୁର ରୁ ବନ୍ଧୁ ମୋର ଆସିଛନ୍ତି ଚାଲିଚାଲି।

ଜନ୍ମ ଜନ୍ମ ପାଇଁ ମୋ ସଖା

ପାଦରେ ତାଙ୍କର କଣ୍ଟା,ରକତ ଯାଉଛି ଝରି।

ଦେଖି ମୋ ଆଖିରୁ ଲୁହ ଯାଏ ଝରି।

ସ୍ନେହ ଭରା ବନ୍ଧୁ ତା ର ଆଜି ହେଇଛି ମିଳନ।

ମଧୁ ବନେ ନାଚୁ ଛନ୍ତି ଗୋପୀଗଣ

ସରଗ ଠୁଁ ଝରେ ପୁଷ୍ପ ତୋଳା ହୋଇ ଉଚ୍ଛନ୍ନ ।

କୃଷ୍ଣ ଓ ସୁଦାମା ଙ୍କର ଆଜି ହୋଇଛି

ବନ୍ଧୁ ମିଳନ।

ସୁଦାମା ଙ୍କ ମନେ ଆସେ ଭାବନା

ଯିଏ ଜଗତ ନାଥ।

ଆଜି ମୋର ପାଦ ଧୋଇ କରୁଛନ୍ତି ମୋତେ ବନ୍ଧୁତା ର କର୍ମ ଆହେ ଜଗତ ନାଥ।

ଯୁଗ ଯୁଗ ପାଇଁ ବନ୍ଧୁ ଭାବରେ ବାନ୍ଧି ହୋଇ ଛନ୍ତି କୃଷ୍ଣ ସୁଦାମା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍