ମୋ ମାଟି
ମୋ ମାଟି
1 min
156
ମାଟି କହେ ମୋ ଇତିହାସରେ
ଆମ ଗାଆଁ ସୁନ୍ଦର ।
କୁମ୍ଭାର ଘରେ କୁମ୍ଭରେ ପୁରେ
ମାଟିର ଯଶ ସାର ।
ମାଟିରେ ହସେ ନୁଖୁରା ମାଟି
ଚାଷୀ ଗଢ଼ଇ ଚାଷ ।
ବିରି ମୁଗରେ ଗାଆଁ ମାଆଟି
ଫୁଟାଏ ବହୁ ହସ ।
ଲରକା ମାଟି ଯଶ କୂଳରେ
କୁମ୍ଭାର ଘର ଭରି ।
ମହୁଲ ଭଟା ମାଟିରେ ଦିଏ
ସୁନା ସମ୍ପତ୍ତି ମାଳି ।
ମମତା ମାଟି ଆମ ଗାଆଁରେ
ହସରେ ଫୁଟେ ଯଶ ।
ବିକାଶ ପଥ କରାଇ ଦିଏ
ଆମର ହସ ଭାଷ ।
