STORYMIRROR

Naheda Shaheen

Others

3  

Naheda Shaheen

Others

ମୋ ଗାଁ

ମୋ ଗାଁ

1 min
166

ମାଁ ସମ ମୋ ଗାଁ

ଜନ୍ମ ନେଇ ତା କୋଳରେ,

ନାଚିଲି ତା ଦେହରେ

ଦେଲା ଅନ୍ନ କ୍ଷେତରେ

ନଦୀ ପାଣି ବଡ଼ ମଧୁର

ଶୋଷ ମେଣ୍ଟାଇଲି ଖୁସିରେ

ବଣ ପାହାଡ ବୁଲି ଦେଖିଲି

ସରଗ ସମ ସ୍ଥାନରେ

ତାହାରି ଛାତି କରି ବିଦିରଣ

ଚାଷ କଲି ମନ ହରଷରେ

ମାଁ ମାଟି ମୋର ମାତୃବତ୍

ଲାଗିଛି ମୋର ସେବାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍