ମୋ ଗାଆଁ
ମୋ ଗାଆଁ
1 min
174
ସବୁଜ ସୁନ୍ଦର ଗାଆଁ ମୋହର,
ବହିଟ ନଡା ଛପର ଘର,
ଅଙ୍କାବଙ୍କା ଯେ ରାସ୍ତା ତାହାର,
ସବୁ ଜମାରେ ତ ସେ ଭରପୂର।
ତାର ସୁନ୍ଦରତା ମନ ନିଏ ମୋହି,
ଆସନ୍ତି ସହର ଲୋକେ ଛୁଟି କଟାଇବା ପାଇଁ,
ମନ ଭରି କରି ନିଅନ୍ତି ଜିଇଁ,
ବାରମ୍ବାର ଆସନ୍ତି ପ୍ରକୃତି ଉପଭୋଗ କରିବା କହି।
ଗାଆଁର ଆମର ପ୍ରସିଦ୍ଧ ମନ୍ଦିର,
ଶୋଭା ଯ ସୋତ ହ୍ରଦ କୂଳର,
ସାକ୍ଷାତ ବିରାଜମାନ ଇଶ୍ବର,
ଦୁଖ ଦୂର ହୁଏ ଦର୍ଶନ କଲେ ତାଙ୍କର।
