Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jeenashree Routray

Others

2  

Jeenashree Routray

Others

ମନ ପୋଡ଼ିଗଲେ

ମନ ପୋଡ଼ିଗଲେ

1 min
98


ମନ ପୋଡ଼ିଗଲେ ତ ଭାରି କଷ୍ଟ ହୁଏ

ନିଜକୁ ସମ୍ଭାଳିବାକୁ ଭାରି ମନ ହୁଏ

ହେଲେ ଶରୀର ପାରେନା

ସମୟ ଅନୁସାରେ ଫିକା ଫିକା ହୋଇଯାଏ ସ୍ମୃତି

ମାଆ ପରି କେହି ଆଉ ନାହିଁ ରେ ଏ ଜଗତେ

ସ୍ନେହ, ଶ୍ରଦ୍ଧା ରେ ବନ୍ଧନେ ବାନ୍ଧିଛି ସତେ

କାଚ ସମ୍ଭାଳ ଯେପରି ଅତି ଯତ୍ନ ରେ 

ବନ୍ଧନ ର ଡୋରି କୁ ରଖ ରଖ ପାଖରେ 

ଧନ, ରତ୍ନ ତ କିଣି ପାରେ ନାହିଁ ଖୁସି

ନିତି ସାଉଁଟି ଥାଏ ସ୍ମୃତି ମୁଁ ବସି

ମଧୁର କଥାରେ ତୋଷାଇ

ସଭିଙ୍କ ମନ

ଭାବିଦେଲେ ଇଛା ହୁଅଇ ଚୁମ୍ବକ ରୂପକ ଆଲିଙ୍ଗନ

ଅସମ୍ଭବ ହୁଅଇ ସମ୍ଭବ

ଏ ଇ ତ ମଧୁର ସମ୍ପର୍କ ର ଆରମ୍ଭ।


Rate this content
Log in