STORYMIRROR

Jeenashree Routray

Others

3  

Jeenashree Routray

Others

ମନ ମୋର ପ୍ରଜାପତି

ମନ ମୋର ପ୍ରଜାପତି

1 min
173

ମନ ମୋର ପ୍ରଜାପତି

ମୁଁ ଜାଣେ ନାହିଁ ମୋର ଗତି

ଭ୍ରମର ପରି ତ ପାଗଳ ମୁଁ

ମଧୁ ଜୋଛନା ର ପ୍ରସ୍ପୁଟିତ ପୁଷ୍ପଟେ ମୁଁ,

ମୁକ୍ତ ଆକାଶେ ଉଡୁଥିବା ପ୍ରଜାପତି

ସପ୍ତରଙ୍ଗ ପରି ରଙ୍ଗାୟିତ

ମୋ ଶରୀର ଛିଟ ଛିଟ ରଙ୍ଗେ ।

ମନ ଯାଏ ଉଡି

ମନ ତ କାହିଁ କେଜାଣି ଚାଲେ

ବୁଡି ବୁଡି କେତେ ଦୂର

ମତୁଆଲ ମନ ତ ମାନେନା

ଭାବନା ର ସୀମାକୁ ସେ ଚାହେଁନା ।


Rate this content
Log in