STORYMIRROR

Ghanashyam Biswal

Others

3  

Ghanashyam Biswal

Others

ମଲା ଜୀବନ

ମଲା ଜୀବନ

1 min
219

ଖାଲି ଟିକେ ଜୀଇଁବି ବୋଲି ତ

ଭୁଲିଯାଇଛି ମୁଁ ଓ ମୋର ବୋଲି ଥିବା ସବୁ ଭାବନାକୁ

ହେଇଛି ଅଣନିଃଶ୍ୱସୀ

ଧାଇଁଛି ମରୀଚିକାର ନଗରୀକୁ

ଦେଖିଥିବା ମୁଠାଏ ସପନକୁ ସାଉଁଟିବାକୁ

ଆଶାର ସୂତାଖିଅ କେତେଥର ବା ନ ଛିଂଡିଛି

ମୁଁ ତ ମତ୍ତ ପାଗଳଟିଏ

ମିଛରେ ବଂଚିବାର ବାହାନା

ଆଉ କେତେଦିନ...?

ତଥାପି କରୁଛି ସଂଘର୍ଷ ଅବିରତ

ନୁଆଁ ସପନ ମାନଙ୍କୁ ଆଦରି

ସାଜିଛି ପଥିକ ଜୀବନ ରାସ୍ତାରେ

ଖାଲି ଟିକେ ଜିଇଁବି ବୋଲି l



Rate this content
Log in