STORYMIRROR

Naheda Shaheen

Others

2  

Naheda Shaheen

Others

ମାତୃଭୂମି

ମାତୃଭୂମି

1 min
67

ଗାଁ ମାଟି ମାତୃ ସମ

ଜନମି ତା ଦେହେ 

କରେ ସେ କେତେ ଯତନ

ମାଁ ମୋର ଜନ୍ମ ମାଟି

ଶେଷରେ ତା କୋଳ ଶ୍ମଶାନ

ଅପରୂପ ଶୋଭା ରାଶି

ସତେ ଅବା ଦିବା ନିଶି

ସେବାରେ ସେ ଲାଗି ରହେ

ମାଁପରି ଭଲ ପାଏ,

ଆଶିର୍ବାଦ ଥାଉ ତାର

ମାତୃଭୂମି ମାଁ ଟି ମୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍