STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ମାଆ

ମାଆ

1 min
13.5K


ମାଆ

ବୋଧେ ଏମିତି ଏକ ଶବ୍ଧ

ପ୍ରାଣଟିର

ପ୍ରଥମ ରାବରେ ଗୁଞ୍ଜରୀତ ହୋଇ ଉଠେ

ବ୍ରହ୍ମାଣ୍ଡ

ପ୍ରକୃତି---ସେ ଦେବାର ଜାଣିଛି

ପ୍ରୀତିଦାନେ

ତା ପାଈଁ ଯଥେଷ୍ଠ

ଚେନାଏ ହସ

"ସମ୍ଭାଳି ନେ ରେ ପୁଅ ନିଜକୁ

ଚଲାପଥ

ତୋ ବିପଦ ସଂକୁଳ"

ଆଜୀବନ

କହି ଚାଲିଥିବା ଗୋଟିଏ

ଶବ୍ଧ

"ମାଆ"

ଏକଲାପଣ ସହ ନିଜ ସହ ନିଜେ ବୃଦ୍ଧ ଆଶ୍ରାମେ ଲଢୁଥିବା ପ୍ରାଣ

ମମତାର ସୀମାହୀନ ସାଗର------!


©® କାଶ୍ୟପ

ରାମ ପ୍ରସାଦ ବିଶୋଇ

ରାୟଗଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍