Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alekha Pasad Moharana

Others

3  

Alekha Pasad Moharana

Others

ମାଆ ତ ମୋର ଜୀବନ

ମାଆ ତ ମୋର ଜୀବନ

1 min
194



ମାଆ ତ ମୋର ଜୀବନ

ମାଆ ତ ମୋର ପରାଣ

ସେ ତ ମମତାମୟୀ

ସେ ତ କରୁଣାମୟୀ

ତା ନାମଟି ସତେ କେଡେ ମଧୁର

ସତେ ଅବା ଅମୃତର ଭଣ୍ଡାର

ସାରା ଜଗତେ ତା ନାମ ଅତି ମହାନ।


ଏନ୍ତୁଡ଼ିଶାଳରେ ଜନମ ଦେଇ

ସନ୍ତାନର ଭଲ ମନ୍ଦ ବୁଝଇ

ଦୁଃଖ କଷ୍ଟ ନିଜ ଦେହରେ ସହି

ପୁତ୍ର କନ୍ୟା ସୁଖ ସଦା ଭାବଇ

ଅଝଟ କରିଲେ ବୋଧ ଦିଅଇ

ବୁଝାଏ ସେ ବାପ ଧନ ତ କହି

ମାଆ ପରି କିଏ ହେବ ସଂସାରେ

ଜନମଦାତ୍ରୀ ସେ ତାର ଗୁଣ ମହାନ।


ସେନେହ ଶରଧା ଭୁଲେନି କେବେ

ପୁତ୍ର କନ୍ୟା ପାଇଁ ସଦା ସେ ଭାବେ

ଗଳାରମାଳି ତାର ରଙ୍କ ରତନ

ଭଲ ଅବା ମନ୍ଦ ହେଉ ତା ସନ୍ତାନ

ଅନ୍ତର ପାନ୍ତର କେବେ କରେନି ମାଆ

ଜଗତେ ସନ୍ତାନ ପାଇଁ ସେ ସର୍ବସହଁ।

ଅନନ୍ତ୍ବ କୋଟି ପ୍ରଣାମ ତାର ଚରଣେ

ମହିୟସୀ ଗରୀୟସୀ ସେ ସଦା ମହାନ ।



Rate this content
Log in