STORYMIRROR

jyotsna mayee panda

Others

3  

jyotsna mayee panda

Others

ଲୁହ...

ଲୁହ...

1 min
193

ଯେଉଁ ଦିନୁ ତୁମ ସାଥେ ପରିଚୟ ମୋର.. 

ମାଟିରୁ ଆକାଶ ଯାଏ ମୁଁ ଖୋଜୁଛି..... 

ମୋ ମନରେ ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର.. 

ଦୁଃଖରେ ହେଉ କି ସୁଖରେ ହେଉ.... 

ସଖା ସହୋଦର ତୁମେ ହିଁ ତ ମୋର... 

ଚାଲି ଆସିଥିଲ କୁଆଁ କୁଆଁ ରାବେ.. 

ତୁମେ ମୋ ସାଥିରେ ଜୀବନ ଆରମ୍ଭେ.... 

ସମ୍ପର୍କର ସେଇ ମଧୁର ବନ୍ଧନ.... 

ଯୋଡ଼ି ଦେଇଥିଲ ତୁମେ ସେହି ଦିନ.. 

ଆଜି ଅଖୋଜlରେ ମିଳିଯାଏ... 

ତୁମ ହୃଦୟ ଅଗଣାରେ... 

ସ୍ପଷ୍ଟ ପାଦ ଚି଼ହ୍ନ ମୋର...... 

ଆଜି ଖୋଜି ପାଏ ମୋ ସବୁ ପ୍ରଶ୍ନର ଉତ୍ତର. 

ସତରେ ସେ ସମ୍ପର୍କର ବନ୍ଧନଟା... 

ସବୁଦିନ ବାନ୍ଧିବାକୁ ଚାହଁ... 

ଆଖିରେ ଆଖି ମିଶିଲେ ନଈ ହୋଇ ବହିଯାଅ... 

ଜନ୍ମରୁ ମୃତ୍ୟୁ ଯାଏ ତୁମେ ମୋ ସାଥେ ସାଥେ ରୁହ... 

ସତରେ କେତେ ମହାନ ତୁମେ "!

ହେ ମୋ ଆଖିର ଲୁହ... 



Rate this content
Log in