STORYMIRROR

Jagabandhu Sahu

Others

3  

Jagabandhu Sahu

Others

ଲଣ୍ଠନ

ଲଣ୍ଠନ

1 min
195

ଅନ୍ଧାର ଭିତରେ ଆଲୁଅ ଦେଖାଏ

    ନାମ ତା ଲଣ୍ଠନ-ବତୀ

ଘରେ ଘରେ ସିଏ ଯୋଗାଏ ଆଲୋକ

    ସଞ୍ଜ ଆସି ହେଲେ ରାତି

ଅଜା ଜେଜେ ବାପା ଯାଉଥିଲେ ଯେବେ

    ଭାଡିକୁ ଶୋଇବା ପାଇଁ

ଘନ ଅନ୍ଧାରରୁ ସୁରକ୍ଷା ନିମନ୍ତେ

     ଲଣ୍ଠନ ସାହାରା ନେଇ

ଯୁଗ ବଦଳିଲା  ଲଣ୍ଠନ ହଜିଲା

      ଜଳିଲା ବିଜୁଳି ବତୀ

ଗାଆଁଠୁ ସହର  ଦିଶେନି ଲଣ୍ଠନ

    ହେଲା ଆଜି ସବୁ ସ୍ମୃତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍