କରୋନା କାଲ୍
କରୋନା କାଲ୍
କେତେ ଉସତ୍ ଲାଗୁଥିଲା
ବର୍'ପିଲା ହେମି ଭାବିକରି,
ପ୍ରିୟାର୍ ଘର୍'କେ ବରାତି ଯିମି
ଢୋଲ୍,ନିସାନ୍ ବଜା ବଜେଇକରି ।
ତାକର୍ ଗାଁ ଖୁଲି ଧୁଇଲ୍ ଉଡାମି
ଦୁଲ୍'କେ ଦେମି ସମ୍'କର୍ ଛାତି,
ଚକ୍'ମକ୍,ଝଲ୍'ଝଲ୍ ଲାଇଟ୍ ଜଲୁଥିବା
ଦିନ୍ ଲାଗୁଥିବା ଅନ୍ଧାର୍ ରାତି ।
କେନୁଥିଲା ସେ କରୋନା ବେମାର୍
ଯମ୍'ଲେଖା ଆଏଲା ରପ୍'ଟି,
ସବୁ ସପନ୍ ମୋର୍ ଛୁନା କରିଦେଲା
ଛୁଛାକେ ଏଛେନ୍ ହେଉଛେ ଘାଟି ।
ସରକାର୍ ଲଗାଲ୍ କଟକଣା କେତେ
ନାଇଚଲେ ଗାଡି ମଟର,
ବିହାଚୁରା ,ମନ୍ଦିର୍,ବନ୍ଦ ହେଇଗଲା
ସବୁ ହେଇଗଲା ଗଡବଡ୍ ।
ଦୁଇ,ତିନ୍ ଲୋକୁର୍ ସାଙ୍ଗେ ଗଲିମୁଇଁ
କେହି ନାଇଁ ପାର୍'ଲେ ଜାନି,
ବିନା,ବରାତି,ବିନା ଲୁକର୍ ଥି
ଧରି ଆନ'ଲି ମୋର୍ ସଜନୀ ।
ଉସତ୍ ମନ୍'ଟା ଫାଲ୍ ହେଇଗଲା
ନାଇଁ ଲାଗ୍'ଲା କିଛି ଅଏନ୍,
କେନୁଥିଲା ସେ କରୋନା କାଲ୍
ସବୁ ବରବାଦ୍ କରିଦେଲା ଧଏନ୍ ।