STORYMIRROR

Sunita Mohanty

Others

3  

Sunita Mohanty

Others

କୋଟି ନମନ

କୋଟି ନମନ

1 min
183

ହେ ଗୁରୁ.... 

ତୁମ ପାଦେ କୋଟି ନମନ  

ତୁମେ ଦେଖାଇଛ ସୁପଥ 

ଚାଲିବାର ମାର୍ଗ  

ତୁମେ ଶିଖାଇଛ ସମ୍ପର୍କର ସ୍ୱର୍ଗ I 

ତୁମରି କରୁଣା ଦେଇଛି ଜୀବନେ 

ସୁମଧୁର ସୁଧା ବାରି 

ବାଣ୍ଟିଛି ଜଗତେ ସେ ବାରି ମୁଁ 

ପାଇଛି ଜୀବନେ ସ୍ନେହଁ ସବୁରି I

ମମତାର ସୁଧା ଭରି ଦେଇଛ ହେ 

ପାନ କରି କରାଉଛି  

ଦିଅ ହେ ଆଶିଷ ହେ ଗୁରୁ ଦେବ 

ତୁମ ପାଦେ ପ୍ରଣତି ବଢୁଛି  I



Rate this content
Log in