STORYMIRROR
କଣେ ଚାହଁ ନା ଆଉ
କଣେ ଚାହଁ ନା ଆଉ
କଳ୍ପନା ରାୟ
Others
3
-
Originality :
3.0★
by 1 user
-
-
Language :
3.0★
by 1 user
-
Cover design :
3.0★
by 1 user
କଳ୍ପନା ରାୟ
Others
3
-
Originality :
3.0★
by 1 user
-
-
Language :
3.0★
by 1 user
-
Cover design :
3.0★
by 1 user
କଣେ ଚାହଁ ନା ଆଉ
କଣେ ଚାହଁ ନା ଆଉ
ତୋ ଆଖି ଦେଖି
ହେଲି ଜାକି ଜୁକି
କଣେଇଁ ଚାହଁନା ଆଉ
ତୋ ବଦନ ଦେଖି
ଦେଲେ ଟିକେ ଡାକି
ଦେଖାଉ ତୁ କେତେ ଭାଉ
ତୋ ଓଠକୁ ଦେଖି
ହସକୁ ମାରେନି ରୋକି
ଗୋଲାପ ଫୁଲ ତ ଥାଉ
ତୋତେ ତ ମୁଁ ଦେଖି
ପାରିବିନି ଆଉ ଟାକି
ହୁଅନା ତୁ ମିଆଉଁ ମିଆଉଁ ।
More oriya poem from କଳ୍ପନା ରାୟ
Download StoryMirror App