STORYMIRROR

RUNALAILA MOHANTA

Others

3  

RUNALAILA MOHANTA

Others

କଣ୍ଢେଇ

କଣ୍ଢେଇ

1 min
262

ମଣିଷ ନା ମୁଁ କଣ୍ଢେଇ ଟେ

ଆଜି ଯାଏ ପାଇ ନାହିଁ ତାର ଉତ୍ତର ଟେ

   ଯାହାର ମନ ହେଉଛି ଯେମିତି

   ଯାଉଛି ସିଏ ନଚେଇ ସେମିତି

   ବୁଝେନା କେହି ଅନ୍ତର ବେଦନା

  ସହିବ କେତେ ଏ ହୃଦୟ ଯାତନା

    ପାଇଛି ବୋଲି ଝିଅ ଜନମ

    ନାହିଁ କି କିଛି ମହତ୍ତ୍ଵ ମୋର

    ପାରୁଛି ଯିଏ କନ୍ଦଉଛି ସିଏ

ଭୁଲି ଯାଉଛି ବୋଧେ ମୁଁ ବି ମଣିଷ ଟେ

ବାପ ଘରେ ଝିଅ ବାପାଭାଇ ପାଇଁ ବୋଝ

  ଶ୍ବଶୁର ଘରେ ସ୍ବାମୀ ପାଇଁ ବୋଝ

   ତା ' ହେଲେ କହି ଯାଅ ଥରେ

     ସେ ଯେ କାହା ନିଜର

     କାହାକୁ ପର ନ ଭାବି

    କରେ ସେ ସଭିଙ୍କୁ ନିଜର

    ଦୁଇ କୁଳର ହିତ ପାଇଁ

    କେତେ ନକରେ ଯତନ

  ହେଲେ ହେଁ ନୁହେଁ ସେ କାହାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍