Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Others

2  

Disambar Meher

Others

କଲାକାହ୍ନୁ ତକେ ଡାକୁଛେ

କଲାକାହ୍ନୁ ତକେ ଡାକୁଛେ

1 min
4.7K


ତୋର୍ ଢେଲାଢେଲା ଆଏଁଖନେ

ନାଇଁ ଦେଖି ପାରବାର୍ କେ

ମୋର୍ ଆଖିର୍ ଲୁହୁକେ

ଛାତି ଫଟା କନ୍ଦନାକେ ।

ଜାନିଜାନି କାଏଁ ଯେ

ତୁଇ ତୁମ୍ ପରି ଦେଉଛୁ

ସୁନିସୁନି କାଏଁ ଯେ

କାନ ଚୁଟି ଦେଉଛୁ ।

ଦିନେ ନାଇଁସେ ଛନେ ନାଇଁସେ

କେତେ ଦିନୁ ଭୁକେ ରହିଛେ ମୁଇଁ

ମାଁକେ ନେଲୁ ବୁଆକେ ନେଲୁ

କେବେ ମକେ ନେବୁରେ ତୁଇ ।

ଏକ୍ଲା ଚାଲିଚାଲି ହିଟି ପରୁଛେ

ଗୁଡେ ରକତ୍ ବୁହି ଯାଉଛେ

ମୋର୍ ଦୁଖ୍ ନାଇଁ ଦିସ୍ ବାରକେ

କଲାକାହ୍ନୁ ତକେ ଡାକୁଛେ ।

ଡିସମ୍ୱର ମେହେର

ନୂଆପଡା


Rate this content
Log in