STORYMIRROR

Kshyama sagar Prusty

Others

2  

Kshyama sagar Prusty

Others

କିଛି ଲେକିବାକୁ ଥିଲା ବାକି

କିଛି ଲେକିବାକୁ ଥିଲା ବାକି

1 min
105

କାଲି କିଛି ଲେଖିବାକୁ ଥିଲା ବାକି 

ଆଜି ଦେଉଛି ଲେଖି 

ଦର୍ଶନର ଅଭିଳାଷା ଦୁହିଁଙ୍କର ଅଛି 

କାଲିକି କିଏ ବା ଦେଖିଛି? 

କହିବାର ଯାହା ଅଛି 

କବିତାର କଲମରେ 

ଏଇ ମୋହୃଦୟରେ 

ସ୍ମୃତି କରି ଦିଅ ସାଇତି 

କଥା ଦେଉଛି ସାଥି 

ହୃଦୟରେ ରଖିବି ସାଇତି 

ଯେପର୍ଯ୍ୟନ୍ତ ଶେଷ ନିଶ୍ୱାସ 

ଏ ଦେହରେ ଅଛି 

ଏ ଦେହରେ ଅଛି ।



Rate this content
Log in