STORYMIRROR

Meenakshi Padhy

Others

3  

Meenakshi Padhy

Others

ଖରାଛୁଟି

ଖରାଛୁଟି

1 min
120

ଖରାଛୁଟି ସ୍କୁଲ ହୋଇଲା,

ସାଙ୍ଗ ସାଥୀ ମେଳେ ଝରଣା ପାଣି ରେ

ଗାଧୋଇବା ମଜା ଆସିଲା.... ।

ଟାଇଁ ଟାଇଁ ଖରା କାଟିଲା,

ଖରା ବେଳଟାରେ ଗାଧୁଆ ବେଳକୁ

ପାଣି ଫିଙ୍ଗା ଫିଙ୍ଗି ଚାଲିଲା.... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍