ସବୁ ଆଣି ବେଳଦେଖି ପାଠ ସାଥେ ପଢ଼ିବି, କେ„ଇକୁ କୋଳେ ଧରି ଘର ସାରା ଗଡ଼ିବି ।। ସବୁ ଆଣି ବେଳଦେଖି ପାଠ ସାଥେ ପଢ଼ିବି, କେ„ଇକୁ କୋଳେ ଧରି ଘର ସାରା ଗଡ଼ିବି ।।
ଟାଇଁ ଟାଇଁ ଖରା କାଟିଲା, ଖରା ବେଳଟାରେ ଗାଧୁଆ ବେଳକୁ ପାଣି ଫିଙ୍ଗା ଫିଙ୍ଗି ଚାଲିଲା.... । ଟାଇଁ ଟାଇଁ ଖରା କାଟିଲା, ଖରା ବେଳଟାରେ ଗାଧୁଆ ବେଳକୁ ପାଣି ଫିଙ୍ଗା ଫିଙ୍ଗି ଚାଲିଲା......
କିଏ ସେ ଶୁୁୁଣୁଛି ଅଜାର କଥାକୁ ଦେଲି ତା କଛାକୁ ଟାଣି, ହଇରେ ବାଳୁୁୁଙ୍ଗା କହି ଦେଇଗଲା ହସିହସି ପିିିଏ ପାଣି... କିଏ ସେ ଶୁୁୁଣୁଛି ଅଜାର କଥାକୁ ଦେଲି ତା କଛାକୁ ଟାଣି, ହଇରେ ବାଳୁୁୁଙ୍ଗା କହି ଦେଇଗଲା ...