ଖରା ଗୀତ
ଖରା ଗୀତ
1 min
95
ଖରା ଦିଅଇ ଡହକ
କୃଷ୍ଣ ଚୂଡାର କି ମହକ ।
ଜଳେ ସିନା ତନୁ ମନ
ଛପି ଅଛି କେତେ ଚିହ୍ନ ।
ଆଦେଖା ସେ ଖାଲି ଶୂନ୍ୟ
ଏକା ଏକା ଏ ଜୀବନ ।
ଖରା ଦିଏ ସିନା ତାତି
ଜଳୁଛି ଏଠି ଏ ଛାତି ।
ବିତିଛି କେତେ ଯେ ରାତି
ଲିଭିନି ସ୍ୱପ୍ନର ବତୀ।
