STORYMIRROR

Bharatabandhu Biswal

Others Children

4  

Bharatabandhu Biswal

Others Children

ଖାଣ୍ଟି ସୁନାମୁଣ୍ଡା

ଖାଣ୍ଟି ସୁନାମୁଣ୍ଡା

1 min
246


ମେଣ୍ଢାଛୁଆ ମନ  ହୁଏ ଛନ୍ନଛନ୍ନ

   ଖାଇ ମିଠା ଲଲିପପ

ମିଳିବ ମାଗଣା  କମ୍ବଳ ତାହାକୁ

   ଡିଆଁମାରେ ଫକଫକ

   ଶଶବ ମେଣ୍ଢାର ମାଆ 

ଭାଳୁଛି ବିଚାରୀ  ଗଡାଉଛି ଲୁହ

   ଅମାନିଆଁ ହୁଏ ଛୁଆ ।

ବଡ ବଡ କଥା   କହୁଛନ୍ତି ଯିଏ 

   ନଭାବି ଆଗ କି ପଛ

ଦେହରେ ନଥାଉ  ଲୋମରୁ କେରାଏ

   ମାରୁୁଛନ୍ତି ବାହାସ୍ଫୋଟ

   ଆମକୁ କରନ୍ତି ଲଣ୍ଡା

ଆମକୁ ମେଣ୍ଢେଇ  ହେଙ୍ଗୁଟି ଶୁଙ୍ଘାଇ

   ସିଏ ଖାଣ୍ଟି ସୁନାମୁଣ୍ଡା ।

    



Rate this content
Log in