Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Inspirational

2  

Niranjan Sahu

Inspirational

କେବେ ହେବ ନାହିଁ ଅନ୍ୟଥା

କେବେ ହେବ ନାହିଁ ଅନ୍ୟଥା

1 min
132


ସମସ୍ତେ ଜାଣନ୍ତି ଶେଷ ଠିକଣା

ଜାଣି ଶୁଣି ସର୍ବେ ହୁଅନ୍ତି ବାଟବଣା

ଲୋଭ ମୋହ ତାଙ୍କୁ କରେ ବାଟବଣା

ଖୋଜି ବୁଲୁଥାନ୍ତି ମିଛର ଠିକଣା ।

ସମୟ ଆସିଲେ ଅନୁତାପ କରି

ଭାବନ୍ତି ଭୁଲିଲି ପ୍ରକୃତ ଠିକଣା

ସମସ୍ତଙ୍କ ପାଇଁ ଗୋଟିଏ ଠିକଣା

"ଶ୍ମଶାନ" ହିଁ ଅଟେ ଶେଷର ଠିକଣା ।

ଲୋଭ ମୋହ ମାୟା ସ୍ଥାନ ନାହିଁ ସେଠି

ଧନ ଜନ ମନ ଲୋଡା ନାହିଁ କିଛି

ଧନୀ ଓ ଗରିବ ସମସ୍ତେ ସମାନ

ଶେଷ ଠିକଣା ସମସ୍ତଙ୍କ ଅଛି ।

ଏଣୁ ହସ ଖୁସିରେ ବାବୁ ତୁ ଚଳୁଥା

କେତେବେଳେ ତୋର ଦୀପ ଲିଭିଯିବ

କେବେ ହେବ ନାହିଁ ଅନ୍ୟଥା ।


Rate this content
Log in