STORYMIRROR

Tonish Rohidas

Children Stories Others Children

3  

Tonish Rohidas

Children Stories Others Children

କବିତା-ମନ ମୋର ପ୍ରଜାପତି

କବିତା-ମନ ମୋର ପ୍ରଜାପତି

1 min
183


  

ଛୋଟ ମନ ବଡ଼ ଆଶା

     ମନ ମୋର ପ୍ରଜାପତି।


ଉଡ଼ି ବୁଲେ ଏଠି ସେଠି

    ହୋଇ ଆଜି ମହୁମାଛି।


 ଗାଁ ଠୁ ସହର ଯାଏ

     ସବୁଠି ମୁଁ ବୁଲୁଥାଏ।


ସଭିଙ୍କ ମନରେ ମୁଁ ଘର କରେ

      ଦେଖୁଛି ମୁଁ ଭାବୁଛି ମୁଁ 

       ଥାଏ ମୁ ପାଖରେ।


ମନ ମୋର ପ୍ରଜାପତି 

    ଉଡ଼ି ବୁଲେ ଏଠି ସେଠି

     ପାଇବାକୁ ଟିକେ ଖୁସି।


ଅଜଣା ଏ ଦୁନିଆ ରେ

ମୁଁ ଜଣେ ଯାଯାବର ।


    ତଥାପି ମୁଁ ଭାବୁଥାଏ 

    ସଭିଏ ମୋର।


ନୀଳ ନୀଳ ଆକାଶ ରେ ଉଡ଼ି ବୁଲେ 

  ହୋଇ ଟିକି ପ୍ରଜାପତି।



ମନେ ପଡେ ସବୁ ଆଜି

ସେଇ ପିଲା ଦିନ ସୃତି।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍