Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAKESH MUDULI

Others

4  

RAKESH MUDULI

Others

କାହିଁକି ?

କାହିଁକି ?

1 min
402


ସବୁ ପ୍ରଶ୍ନର ଉତ୍ତର କାହିଁକି ନ ଥାଏ ?

ସବୁ ଉତ୍ତରରେ କାହିଁକି ପ୍ରଶ୍ନ ଗୁଡାକ ଛନ୍ଦାଛନ୍ଦି ହୋଇ ଥାଏ ?

କାହିଁକି ସବୁ 'ନା' ଭିତରେ ଗୋଟିଏ 'ହଁ' ଲୁଚି ରହିଥାଏ ?

କାହିଁକି ସେ ହଁ ଭିତରେ ମଧ୍ୟ ନା ର ଏକ ପ୍ରତିଛବି ଦୃଶ୍ୟମାନ ହୁଏ ?

କାହିଁକି ସବୁ ସଜଡାରେ ଏକ ଅଲୋଡ଼ା ଅଲୋଡ଼ନ ସୃଷ୍ଟି ହୁଏ ?

କାହିଁକି ସବୁ ଅଲୋଡ଼ା ଅତୀତକୁ ପୁଣି ଥରେ ସଜାଡି ଦେବାକୁ ଇଛା ହୁଏ ?

କାହିଁକି ସବୁ 'କାହିଁକି'ର ଉତ୍ତର ନ ଥାଏ ?

କାହିଁକି ସବୁବେଳେ ସେ ପ୍ରଶ୍ନ ଉତ୍ତରର ମେଳିରେ ନିଜକୁ ବାନ୍ଧିବାକୁ ହୁଏ ?

ବାସ୍ କାହିଁକି ?

                



Rate this content
Log in