କାହାର୍ ଲାଗି ଲିଖମି୍
କାହାର୍ ଲାଗି ଲିଖମି୍
କାହାର୍ ଲାଗି ଲିଖମି୍
ମୋର୍ ପ୍ରେମ୍ ଭରା ମହୁଝରା କବିତା
ପହେଲା ଲିଖୁଥିନି
ନିଜର୍ ସପନ୍ ଲାଗି
ମୋର୍ ସପନର୍ ନାୟିକାର୍ ଲାଗି
ଆଉ ସେ ନାୟିକା କିଏ ଜାନିଛ କେ ??
ସେ ତୁମର୍ ବିନା ଆଉ କିଏ ହେବା ଯେ ?
ତୁମେ ବନିଥିଲ
ମୋର୍ ଶବଦ୍ ର ଭଣ୍ଡାର୍
ସେଥିରୁ ଚୁରାଇ ଆନିଥିବାର୍ କିଛି ଶବଦ୍ ରେ
ଗଥି ଚାଲିଥିଲି ମୋର୍ ରଂଗୀନ ସପନ୍ କେ
ଆଉ ସେ ସପନ୍ ତୁମେ ହିଁ ଥିଲ
ଯାହାର୍ ଲାଗି ବିଶକରମା୍ ବନିକରି
ଶବଦ୍ ଶବଦ୍ ରେ ବନଉଥିନି
ଗୁଟେ ଅଲଗା ତାଜମହଲ୍ ଟେ
ଯେନ୍ ଠାନେ ପ୍ରେମର୍ ମାର୍ବଳରେ
ସଜାଇଥିନି ସବୁ ଆଡକେ
ସେନ ଖାଲି ପ୍ରେମ୍ ହିଁ ପ୍ରେମ୍ ।।
ହେଲେ ଆଏଜ୍ ତୁମେ କେନ
ମୋର୍ ସପନ୍ କେନ
ସବୁ ତ ଆକାଶର୍ ଭାସଲା୍ ମେଘ ଲେଖେ
ଅଦୃଶ୍ୟର ଲୁଚକାଳି ଖେଳୁଛ
ମୁଇଁ ବି ଆଉ ମୁଇଁ ନିସେ
ହଜିଯାଇଛେ ମୁଇଁର ସତ୍ତା
ସମୁଦର୍ ର ଖାଲ୍ ଭିତରେ ,
ଆଏଜ୍ ଖଣ୍ ଖଣ୍ ହେଇଯାଇଛେ
ମୋର୍ ସପନର ତାଜମହଲ୍
ଆଉ ଭଙ୍ଗାଘର୍ ଲେଖେ ପଡିଛେ ।।
ମୋର ଆଏଖ୍ ର ପାଏନ୍ ଆଏଜ୍
ଶୁଖିକରି ମରୁଭୂମିର୍
ମରଲା୍ ବେଲ୍ ଲେଖେ ଶୁଖା ପଡିଛେ ।।
ତ କାହାର୍ ଲାଗି ଲିଖମି୍
ମୋର୍ ପ୍ରେମଭରା୍ ,ମହୁଝରା କବିତା ।।
ଶିବାନନ୍ଦ ବନଛୋର