STORYMIRROR

TUKUNA SAHU

Others

2  

TUKUNA SAHU

Others

କାହାକୁ କହିବି କୁହା

କାହାକୁ କହିବି କୁହା

1 min
5.0K


🌹କାହାକୁ କହିବି କୁହ🌹

ମାମୁଁ ଝିଅ ବୋଲି ଭଲ ପାଉଥିଲି

ଦେଇଗଲା ସିଏ ଧୋକା ।

ସଭିଁଏ କହିଲେ ସିଏ ଭଲ ଝିଅ

ମୁଁ କାଳେ ବାତେରା ଟୋକା ।

ତା ପାଇଁ ଭୁଲିଲି ମୋର ପାଠ ପଢ଼ା

ସାରିଲି ଅନେକ ଟଙ୍କା

ଆଜି ସେ କହୁଚି ମୁଁ ଜଣେ ପାଗଳ

ଦିଏନି ମୋତେ ସେ ଦେଖା ।

ଧନୀ ଘର ପୁଅ ବର ହେବ ତାର

ଆଣେ ଲକ୍ଷ ଲକ୍ଷ ଟଙ୍କା ।

ସୁରଥରେ ସିଏ ଚାକିରି କରୁଚି

ପକେଟ୍ ମୋ କାଳେ ଫାଙ୍କା ।


Rate this content
Log in