STORYMIRROR

jagabandhu sahu

Others

3  

jagabandhu sahu

Others

ଜୟ ମାଗୋ ସ୍କନ୍ଦମାତା

ଜୟ ମାଗୋ ସ୍କନ୍ଦମାତା

1 min
349

ପଞ୍ଚମ ଦିବସେ   ସ୍କନ୍ଦମାତା ରୂପେ

     ଜଗତରେ ପାଅ ପୂଜା

ସିଂହର ପୁଷ୍ଠରେ ଭ୍ରମଣ ମା କର

     ଉଡାଇ ବିଜୟ ଧ୍ବଜା ।


ଆଶିଷ ଦାୟୀନି    ଶକ୍ତି ସ୍ବରୂପୁଣି

     ପୁତ୍ରକୁ କୋଳରେ ଧରି

ନବରାତ୍ରୀ ପର୍ବେ   ପଞ୍ଚମ ଦିବସେ

     ଆସ ମାଗୋ ଅବତରୀ ।


ଚର୍ତୁଭୂଜା ରୂପ  ଅତି ମନୋହର

   କୋଳେ କାର୍ତ୍ତେକେୟ ବୀର

ଯେ' ଜନ ପୂଜଇ  ଭକ୍ତିରେ ତୁମକୁ

     ଦିଅ ମା ଅଭୟ ବର ।


ମୁଁ ଛାର ଆଜ୍ଞାନ   କି ବର୍ଣ୍ଣି ପାରିବି

    ମାଗୋ ତୁମରି ମହିମା

ଦୋଷାଦୋଷ ଥିଲେ ନିଜ ପୁତ୍ର ଭାବି

     କରିଦେବ ମାଗୋ କ୍ଷମା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ