STORYMIRROR

jagabandhu sahu

Others

3  

jagabandhu sahu

Others

ଜୟ ମାଗୋ କାତ୍ୟାୟନୀ

ଜୟ ମାଗୋ କାତ୍ୟାୟନୀ

1 min
468

ଷଷ୍ଟ ଦିବସରେ କାର୍ତ୍ତ୍ୟାୟନୀ ବେଶେ

    ଉଭା ହୁଅ ପୂଜା ସ୍ଥାନେ

ପାଇ ମାଗୋ ତୋର ଦିବ୍ଯ ଦରଶନ

    ଧନ୍ଯ ହୋଇଯିବୁ ଆମେ ।


ପ୍ରଥମ ହସ୍ତରେ  ବରମୁଦ୍ରା ମାଗୋ

     କରୁ ଆଶିଷ ପ୍ରଦାନ

ଦ୍ବିତୀୟ ହସ୍ତଟି  ଅଭୟମୁଦ୍ରା ମା'

    ଭକ୍ତଙ୍କୁ ଦେଉ ଜୀବନ ।


ତୃତୀୟ ହସ୍ତରେ   ଧରି ଅଛୁ ଖଡ୍ଗ

    ତୁହି ପାପୀ ସଂହାରିଣୀ

ଚତୁର୍ଥ ହସ୍ତରେ  କମଳ ପୁଷ୍ପ ତୋ

    କରୁଣାମୟୀ ଜନନୀ ।


ଆଜ୍ଞା ଚକ୍ରେ ତୋର କରୁଅଛି ଧ୍ଯାନ

    ଜୟ ମାଗୋ କାତ୍ୟାୟନୀ

ସିଂହର ପୃଷ୍ଠରେ  ଦିଅ ଦରଶନ

    ଏତିକି ମୋର ମାଗୁଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ