ଜନ୍ମଦିନର ଅଭିନନ୍ଦନ
ଜନ୍ମଦିନର ଅଭିନନ୍ଦନ
ଭାରତ୍ ଦେଶ୍'କେ ଏକ୍ କର୍'ଲ
ଲେଖିଦେଇ ବାବା ସାହେବ୍ ତମେ ସମ୍ବିଧାନ୍
ଜାଏତ୍,ଧରମ୍ ଭେଦ୍,ଭାବ୍ ଦୁରେଇ
ସମ୍'କେ ବତେଇଦେଲ
ମୁନୁଷ୍ ଜାଏତ୍ ମାନେ ଗୁଟେ ସମାନ୍
ତମର୍ ଜନମ୍ ଦିନେ ମାରୁଛେ ମୁଡିଆଁ
ବିଶ୍ବରତ୍ନ ବାବାସାହେବ ଅମ୍ବେଦକର
ତମର୍ ଲେଖା ସମ୍ବିଧାନ୍ ଯେତେଦିନ୍ ଥିବା
ନାଇନ ଆମ୍'କୁ କାହାକେ ଡର
ତମର୍ ଲେଖେ ଜ୍ଞାନୀ ମୁନୁଷ୍'କେ ପାଇକରି
ଭାରତ୍ ମାଁ ଗରବ୍ କର୍'ସି
ସାରା ଦେଶେ ତମର୍ ନା ଉଡୁଛେ
ତମେ ଭଗବାନ୍ ହଁ ଲେଖେ ଲାଗ୍'ସି
ଗରିବ୍ ଘରେ ଜନମ୍ ହେଇକରି ଭି
ନାଇଁ ଯାଇ କେଭେ ହାରି
ନିଜର୍ ଦୁର୍ବଳତାକେ ତାକତ୍ ବନାଲ
ହେ ମହାନ୍ ବିଶ୍ବରତ୍ନ ଧାରି ।
ତମର୍ କଲମ୍ ତାକତ୍ ବଲେ ଆଏଜ୍
ଭାରତ୍ ଦେଶ୍ ଏକ୍ ହେଇ ପାରିଛେ
ବୁଦ୍ଧ,ହିନ୍ଦୁ,ମୁସଲିମ୍,ଶିଖ୍,ଇସାଇ ଧରମ୍
ଭାଇଚାରା ଲେଖେ ମିସି ରହିଛେ
ତମର୍ ଜନମ୍ ଦିନେ ତମ୍'କୁ କରୁଛୁ ପୂଜା
ଆମେ ଭାରତ୍ ଦେଶ୍ ବାସୀ
ଫେର୍ ଘାଏ ତମେ ଫିରି ଆସ ବାବା ସାହେବ୍
ତମର୍ ବାଟ୍'କେ ରହିଛୁ ବସି
