ଜୀବନ
ଜୀବନ
1 min
340
ଜୀବନ ଏମିତି ଏକ ଅଂକାବଂକା ରାସ୍ତାଟିଏ,
କେବେ ଝଡ ତ କେବେ ମଳୟ ସିଏ ।।
ଯନ୍ତ୍ରଣାର ତାଡନାରେ ହୁଏ ଛଟପଟ,
ଆନନ୍ଦର ଲହରୀ ରେ ହୁଏ ପୁଣି ପ୍ରଫୁଲ୍ଲିତ ।।
ସମାଜର ବୁକୁରେ ଯେ ନା ତାର 'ଜୀବନ,'
ନା ଏଠି ଜିଇଁ (ଜୀ) ହୁଏ,
ନା ଏ ସଂସାର ରୂପୀ କାନନ (ବନ) ରୁ ବାହାରି ହୁଏ ।।
