Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Jagabandhu Sahu

Others

2  

Jagabandhu Sahu

Others

ଜହ୍ନର ଠିକଣା

ଜହ୍ନର ଠିକଣା

1 min
198


ଆକାଶକୁ ଚିରି  ପୃଥିବୀ ସେ ପାଖେ

     ପାଇଛି ନୂଆଁ ଠିକଣା

ଜହ୍ନ ରାଇଜଟି   ଅଟେ ତାର ନାମ

     ହେବୁ ନାହିଁ ବାଟ ବଣା ।

ଚୁନା ଚୁନା ସବୁ   ତାରା ଫୁଲ ଆଣି

    କରିବି ତୋ ଗଳା ହାର

ଭସା ବଉଦରେ   ବୁଲି ଖେଳୁଥିବୁ

    ଲାଗିବନି କାହା ନଜର ।

କୋଟିଏ ଭିତରେ  ଗୋଟିଏ ଝିଅତୁ

     ପାରିଛୁ ମୋ ମନ ଜିଣି

ଜହ୍ନ ରାଇଜରେ  ସେଥି ପାଇଁ ପ୍ରିୟା

    ତୋଳିଛି ଘରଟେ ଆଣି ।



Rate this content
Log in