Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Jagabandhu Sahu

Others


2  

Jagabandhu Sahu

Others


ଜହ୍ନର ଠିକଣା

ଜହ୍ନର ଠିକଣା

1 min 187 1 min 187

ଆକାଶକୁ ଚିରି  ପୃଥିବୀ ସେ ପାଖେ

     ପାଇଛି ନୂଆଁ ଠିକଣା

ଜହ୍ନ ରାଇଜଟି   ଅଟେ ତାର ନାମ

     ହେବୁ ନାହିଁ ବାଟ ବଣା ।

ଚୁନା ଚୁନା ସବୁ   ତାରା ଫୁଲ ଆଣି

    କରିବି ତୋ ଗଳା ହାର

ଭସା ବଉଦରେ   ବୁଲି ଖେଳୁଥିବୁ

    ଲାଗିବନି କାହା ନଜର ।

କୋଟିଏ ଭିତରେ  ଗୋଟିଏ ଝିଅତୁ

     ପାରିଛୁ ମୋ ମନ ଜିଣି

ଜହ୍ନ ରାଇଜରେ  ସେଥି ପାଇଁ ପ୍ରିୟା

    ତୋଳିଛି ଘରଟେ ଆଣି ।



Rate this content
Log in