STORYMIRROR

Naheda Shaheen

Others

3  

Naheda Shaheen

Others

ଝିଅ

ଝିଅ

1 min
142

ହଁ ସେ ଝିଅ

ତା ସହ ସୁନ୍ଦର

ତା ରୂପ ସୁନ୍ଦର

ହୃଦୟ ଭି ସୁନ୍ଦର

ସେ ଲକ୍ଷ୍ମୀ ସେ ଦୂର୍ଗା

ସେ ହିଁ ଫଗୁଣ ର ଶୋଭା

ସେ କାଳୀ ସେ ଅନନ୍ୟା

ସମୟ ପଡ଼ିଲେ,,,

ସେ ହୁଏ ଜଗତଯିତା

ତା ଆଖିରେ ଚନ୍ଦ୍ରସୂର୍ଯ୍ୟ

ତାହା ଛାତି ରେ ଅମୃତ ର ଧାର

ବେଳେ ବେଳେ କୈକେୟୀ 

 ପୁଣି ସେ ହିଁ ଯଶୋଦା

ଅହଲ୍ୟା ର ଅବତାର

ସାବିତ୍ରୀ ବାଇ ର ସଂସ୍କାର

 ଝିଅ ର ଆଗମନ ଘରକୁ ସୁନ୍ଦର।

ଝିଅ ଠାରୁ ସୃଷ୍ଟି ଏ ସାରା ସଂସାର।



Rate this content
Log in