ଜବାନ୍
ଜବାନ୍
ନାଇଁ କାନ୍ଦ୍'ବୁ ମାଁ'ଗୋ କେଭେ
ମୁଇଁ ମରିଗଲେ
ଆର୍ ଗୁଟେ ମାଁ'କେ ବଂଚାବାର୍ ଲାଗି
ମୋର୍ ଜୀବନ୍ ଚାଲିଗଲେ ।
ମୁଇଁ ଆଏ ତୋର୍ ବୀର୍ ଜବାନ୍
ତୁଇଁ ମତେ ତାକତ୍ ଦେଇଛୁ
ଦୁଇଟା ମାଁ'ର୍ ଛୁଆଁ ବଲିକରି ମତେ
ହେ କଥା ତୁଇଁ କହିଛୁ ।
ତୋର୍ କୁଲେ ସିନା ଜନମ୍ ହେଇଛେ
ମାଏଟ୍ ମାଁ'ର୍ କୁଲେ ବଢିଛେ
ନାଇଁ ଛାଡି ପାରେ କାହାକେ ମୁଇଁ
ଦୁହିଁ ଜନ୍'କୁ କିରିଆ ଦେଇଛେ ।
ଛୋଟ୍'ନୁ ଆଏଜ୍ ବଡ୍ ହେଇଛେ
ଦୁହିଁକର୍ କୁଲେ ଖେଲି
ଦୁହିଁ ଜନ ମୋର୍ ଜୀବନ୍ ହେଇଛ
ନାଇଁ ପାରେ କାହାକେ ଭୁଲି ।
ନିଜର୍ ଜୀବନ୍'କେ ବାଜି ଲଗେଇଦେମି
ଦୁହିଁକୁ ବଂଚାବାର୍ ଲାଗି
ମର୍'ଲେ ପଛେ ମରିଯିମି ମୁଇଁ
ଶତ୍ରୁଠାନୁ ନାଇଁ ଯାଏ ଭାଗି ।
ଶତ୍ରୁକେ ହରେଇଦେମୀ ମୁଇଁ
ମାଏଟ୍ ମାଁ'କେ ବଂଚାମି
ମରିଗଲେ ନିଜେ ମରିଜିମି ପଛେ
ଶତ୍ରୁମାନଙ୍କୁ ବିନାସ୍ କରିଦେମି ।
