Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sonali Garnayak

Others

3  

Sonali Garnayak

Others

ଜାଣେନା

ଜାଣେନା

1 min
185


ତୁ କେମିତିକା ମୁଁ ଜାଣେନା !

ହଁ ଅନ୍ୟମନସ୍କ କରିଛି ମୋତେ ତୋ ଭାବନା 

ହୁଏତ ଭାଗ୍ୟର ଏ ବିଡମ୍ବନା 

ତୋତେ ନ ଦେଖି ସଜେଇଛ ମୋ ଆଇନା 

କେମିତି ବନ୍ଧନ ଏ ମୁଁ ଜାଣେନା 

ପ୍ରତିଥର ନିଃଶ୍ୱାସ କୁହେ ତୁ ମୋ ଅନନ୍ୟା |

ରାତିର ଉଜାଗର ମୋତେ ବାଧେନା 

ସଜେଇବାକୁ ତୋ ସ୍ୱପ୍ନର ଆନମନା |

ତୁ ଚଞ୍ଚଳ କି ସ୍ଥିର ଜାଣେନା

ହୃଦୟରେ ସାଇତା ହୋଇଥିବା ତୁ ମୋ ମୟିନା |


Rate this content
Log in